Download Now Banner

This browser does not support the video element.

ନୟାଗଡ: ଚାଉପଲ୍ଲୀ ଗ୍ରାମରେ ଏକାଧିକ ପ୍ରକଳ୍ପ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

Nayagarh, Nayagarh | Aug 26, 2025
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ର ମର୍ଦ୍ଦରାଜପୁର ପଞ୍ଚାୟତ ଅଧୀନ ଚାଉପଲ୍ଲୀ ଗ୍ରାମରେ ଏକାଧିକ ପ୍ରକଳ୍ପ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ। ମୁଖ୍ୟତଃ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ତଳସାହି କଂକ୍ରିଟ ରାସ୍ତା ନିର୍ମାଣ, ରଗଡ଼ିସାହି ଠାରେ ଥିବା ବହୁମୁଖି ସାଂସ୍କୃତିକ କେନ୍ଦ୍ରର ଉନ୍ନତିକରଣ ଏବଂ ରାଧା ମଦନମୋହନ ମନ୍ଦିର ପରିସରରେ ମାଉସୀ ମା' ମନ୍ଦିର ନିର୍ମାଣ ଓ ଏକ ରୋଷଘର ନିର୍ମାଣ, ପୂର୍ତ୍ତ ବିଭାଗ ରାସ୍ତା ଠାରୁ ରାଧା ମଦନମୋହନ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ ଆଜି ଅପରାହ୍ନ ଦୁଇଟା ସ
Read More News
T & CPrivacy PolicyContact Us