Download Now Banner

This browser does not support the video element.

ରାୟଗଡା: ଟିଟିମିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ସ୍ୱାକ୍ଷରତା ଦିବସ ପାଳିତ

Rayagada, Rayagada | Sep 8, 2025
ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଟିଟିମିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଆନ୍ତର୍ଜାତିକ ସ୍ୱାକ୍ଷରତା ଦିବସ ପାଳନ କରାଯାଇଥିଲା।ପ୍ରଧାନଶିକ୍ଷକ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପିଲାମାନଙ୍କ ସହ ଗ୍ରାମ ପରିକ୍ରମା କରା ଯାଇଥିଲା
Read More News
T & CPrivacy PolicyContact Us