Download Now Banner

This browser does not support the video element.

ପିପିଲି: ଆବଲପୁର ପ୍ରଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ବିଇଓଙ୍କୁ ଅଭିଯୋଗ ଘଟଣା, ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ବିଇଓ

Pipili, Puri | Oct 9, 2025
ପିପିଲି ବ୍ଲକ୍ ବାଲିଙ୍ଗା ସ୍ଥିତ ଆବଲ ପୁର ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକଙ୍କ ବଦଳୀ ଆଦେଶ ପ୍ରତ୍ୟାହାର ପାଇଁ ଗତକାଲି ଅଭିଭାବକ ମାନଙ୍କ ପକ୍ଷରୁ ବିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଆଜି ମଧ୍ୟାହ୍ନ ୧୨ଟାରେ ନିଜ କାର୍ଯ୍ୟଳୟ ଠାରେ ପ୍ରତିକ୍ରିୟା ରଖିଛନ୍ତି ବିଇଓ ।
Read More News
T & CPrivacy PolicyContact Us