This browser does not support the video element.
ଯାଜପୁର: ଯାଜପୁର ଟାଉନ ସ୍ଥିତ ମା ବିରଜାଙ୍କ ମନ୍ଦିରକୁ ରାଜ୍ୟ ବିଜେପି ସଭାପତିଙ୍କ ଗସ୍ତ,ମା ଙ୍କ ନେଲେ ଆଶିଷ
Jajapur, Jajpur | Sep 11, 2025
ଯାଜପୁର ଟାଉନ ସ୍ଥିତ ମା ବିରଜାଙ୍କ ମନ୍ଦିରକୁ ରାଜ୍ୟ ବିଜେପି ସଭାପତିଙ୍କ ଗସ୍ତ,ମା ଙ୍କ ନେଲେ ଆଶିଷ l ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିରଜା ମନ୍ଦିର ଦର୍ଶନ କରିଛନ୍ତି l ସେଠାର ପୂଜାର୍ଚ୍ଚନା କରିବା ପରେ ଦଶରଥ ପୁର ଗସ୍ତ ରେ ଯାଇ ବିଂଝାରପୁର ନିର୍ବାଚନ ମଣ୍ଡଳୀ ନନ୍ଦିପୂର୍ ରେ ମିଶ୍ରଣ ପର୍ବ ରେ ଯୋଗ ଦେବେ । ବିରଜା ମନ୍ଦିର ପରିସର ଭିତରେ ବାହାରେ କରାଯାଇଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ମାଙ୍କ କ୍ଷେତ୍ର ର ଉନ୍ନତି ଲାଗି ରାଜ୍ୟ ସରକାର ଯାହା ଆବଶ୍ୟକ କରିବେ ବୋଲି କହିଛନ୍ତି । ଏଥିସହ ଦୁଇ ଦିନିଆ ଗସ୍ତ ରେ ସମସ୍ତ ନିର୍ବାଚନ ମଣ୍ଡଳୀ ଗସ୍ତକରି ସାଙ୍ଗଠନିକ ବ୍ୟ