Download Now Banner

This browser does not support the video element.

କଟକ ପୌରାଞ୍ଚଳ: ରାମଦାସପୁର ଠାରେ ଭାରତ ମସଲା ତରଫରୁ ଭାରତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Cuttack M Corp PS, Cuttack | Aug 27, 2025
ଭାରତ ମସଲା ତରଫରୁ ଭାରତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦେଲେ ବିଧାୟିକ। ସୂଚନା ମୁତାବକ ଆଜି ରାତି ସାତ ଘଟିକା ସମୟରେ କଟକ ରାମଦାସପୁର ଠାରେ ଭାରତ ମସଲା ତରଫରୁ ଭାରତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟିକା ସୋଫିଆ ଫିର୍ଦୋସ ଯୋଗଦାନ ଦେଇଥିଲେ। ଭାରତ ଯେଁଉଠୀ ପ୍ରତିଭା ସେଇଠି ଏଭଳି ଚିନ୍ତା ଧାରାକୁ ନେଇ ବିଭିନ୍ନ କ୍ଷେତ୍ରର ଭିନ୍ନ ଭିନ୍ନ ପ୍ରତିଭା ବାନ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା।
Read More News
T & CPrivacy PolicyContact Us