Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବଡ଼ିବିଲଡର ସନ୍ତୋଷ କୁମାର ବଡ଼ଜେନାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଶେଷ ଦର୍ଶନ କରି ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ

Bhubaneswar M Corp, Khordha | Aug 27, 2025
ବଡ଼ିବିଲଡର ସନ୍ତୋଷ କୁମାର ବଡ଼ଜେନାଙ୍କୁ ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶେଷ ଦର୍ଶନ କରି ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ | ସୂଚନା ଅନୁସାରେ ଆଇରନମ୍ୟାନ ଭାବେ ପରିଚିତ ବଡ଼ିବିଲଡର ସନ୍ତୋଷ କୁମାର ବଡ଼ଜେନା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।ଏହି ଖବର ପ୍ରଚାର ପରେ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅଶୋକ ଚନ୍ଦ୍ର ପଣ୍ଡା, କର୍ପୋରେଟର ଶିବ ବେହେରା, ଜିଲା ପରିଷଦ ସଭ୍ୟ ସୁବାଷ ସୁନ୍ଦରାୟ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆସି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି |
Read More News
T & CPrivacy PolicyContact Us