Download Now Banner

This browser does not support the video element.

ଓରିଏଣ୍ଟ: ପଲସଦା ଛକ ନିକଟସ୍ଥ ବଂଜାରା କମ୍ପ୍ଲେକ୍ସ ସମ୍ମୁଖରେ ଏକ ଦୁର୍ଘଟଣା ଘଟିଛି

Orient, Jharsuguda | Aug 24, 2025
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଲସଦା ଛକ ନିକଟସ୍ଥ ବଂଜାରା କମ୍ପ୍ଲେକ୍ସ ସମ୍ମୁଖରେ ଏକ ଦୁର୍ଘଟଣା ଘଟିଛି l ଆଜି ରବିବାର ସନ୍ଧ୍ୟା ପ୍ରାୟ ୭ ଟା ୩୦ ପାଖାପାଖି ମହାସିଂ ପଟୁ ପଞ୍ଚଗାଁ ଅଭିମୁଖେ ଯାଉଥିବା ଏକ ବାଇକ ଚାଳକ ରାଜପଥରେ ଚାଲି ଚାଲି ଯାଉଥିବା ଜଣେ ପଥଚାରୀ ଙ୍କୁ ଧକ୍କା ମାରିଥିଲେ l ଫଳରେ ବାଇକରେ ଥିବା ଦୁଇ ଜଣ ଯୁବକ ରାସ୍ତା ଉପରେ ପଡିଯାଇ ଗୁରୁତର ଆହତ ହୋଇଥିବା ବେଳେ ପଥଚାରୀଙ୍କ ଗୋଡ଼ରେ ଗଭୀର ଆଘାତ ଲାଗି ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l
Read More News
T & CPrivacy PolicyContact Us