Download Now Banner

This browser does not support the video element.

କୋରାପୁଟ ସହର: ଜିଲ୍ଲା ସ୍ତରୀୟ ରେଡ ରନ ମାରାଥନ ପ୍ରତିଯୋଗିତା ଓ ସିଡିଏମଓଙ୍କ କାର୍ଯ୍ୟାଳୟ ଠାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

Koraput Town, Koraput | Aug 25, 2025
ଯୁବ ସମାଜରେ ଏଚଆଇଭି ଏବଂ ଏଡ଼ସ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ କୋରାପୁଟ ଜିଲ୍ଲାସ୍ତରୀୟ ରେଡ ରନ ମାରାଥନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଲାଣ୍ଡିଗୁଡା କଲେଜ ଠାରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଲାଣ୍ଡିଗୁଡା କଲେଜ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରତିଯୋଗିତାରେ ସ୍ପୋର୍ଟସ ହଷ୍ଟେଲ ଓ କଲେଜର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଦିନ ୧୨ ଘଣ୍ଟା ସମୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us