Download Now Banner

This browser does not support the video element.

ବୌଦ୍ଧ ସଦର: ଜଡ଼ାପାଲ ଜଙ୍ଗଲରେ ମହୁଲି ମଦ ତିଆରି ଆଡ୍ଡାରେ ବୌଦ୍ଧ ଅବକାରୀ ପୋଲିସର ଚଢ଼ାଉ, ୨୫୦ କେଜି ପୋଚ ସହ ୨୫ ଲିଟର ମଦ ଜବତ ପରେ ନଷ୍ଟ

Baudh Sadar, Boudh (Bauda) | Aug 26, 2025
ଆଜି ସନ୍ଧ୍ୟା ୭.୧୦ ସମୟରେ ଜିଲ୍ଲା ଅବକାରୀ ଅଭିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ବୌଦ୍ଧ ସଦର ଅବକାରୀ ଇନସ୍ପେକଟର ଗଦାଧର ମହାରଣାଙ୍କ ନେତୃତ୍ୱରେ ବୌଦ୍ଧ ଅବକାରୀ ପୋଲିସ ଆଜି ସକାଳ ପାଖା ପାଖି ୧୧.୩୦ସମୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ, ବାଉସୁଣୀ ଥାନା ଅନ୍ତର୍ଗତ ଜଡ଼ାପାଲ ଜଙ୍ଗଲରେ ଦେଶି ମହୁଲି ମଦ ରନ୍ଧା ଯାଉଥିବା ନେଇ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ୨୫୦କେଜି ମହୁଲ ପୋଚ ସହିତ ୨୫ଲିଟର ରନ୍ଦା ମହୁଲି ମଦକୁ ଜବତ କରି ନଷ୍ଟ
Read More News
T & CPrivacy PolicyContact Us