Download Now Banner

This browser does not support the video element.

ପରଜଙ୍ଗ: ପରଜଙ୍ଗ ଅଞ୍ଚଳରେ ବିଭିନ୍ନ ଗ୍ରାମ ଗୁଡିକରେ ଗଣେଷ ପୂଜା ଅନୁଷ୍ଠିତ

Parajang, Dhenkanal | Aug 27, 2025
ପରଜଙ୍ଗ ଅଞ୍ଚଳରେ ବିଭିନ୍ନ ଗ୍ରାମ ଗୁଡିକରେ ଗଣେଷ ପୂଜା ଅନୁଷ୍ଠିତ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ ଗାଁ ଗୁଡିକରେ ପ୍ରଭୁ ଗଜାନନଙ୍କ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ସେହି ପରି ପଦ୍ମପୋଖରୀ ବାଜରଙ୍ଗି କ୍ଲବ୍ ପକ୍ଷରୁ ବହୁ ଧୁମ୍ ଧାମରେ ବୁଧବାର ଅପରାହ୍ନ ୧ଟାରେ ଗଣେଶ ପୂଜା ଆରମ୍ଭ ହୋଇଛି। କ୍ଳବ୍ ପକ୍ଷରୁ ଷ୍ଟେଜ ପୋଗ୍ରମ୍ ସହିତ ପ୍ରସାଦ ସେବନ କାର୍ଯକ୍ରମ ରହିଛି । ଅତି ସୁନ୍ଦର୍ ତୋରଣମାଳାରେ ଗଣେଶଙ୍କ ବଡ଼ ବଡ ମୂର୍ତ୍ତି ପ୍ରତିମା ଗୁଡ଼ିକ ବେଶ ଚିତାକର୍ଷକ ହୋଇଛି । ଭଜନ କୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଛି ପରିବେଶ।
Read More News
T & CPrivacy PolicyContact Us