Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବ୍ଲକ ପରିସରରେ କବିସୂର୍ଯ୍ୟନଗର ବ୍ଲକ ଇ ସି ମହାସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଘେରାଉ, ହରଡ଼ ଘଣାରେ ବ୍ଲକ ପ୍ରଶାସନ
Kabisuryanagar, Ganjam | Sep 12, 2025
ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା ଇସି ମେମ୍ବର ସଦଦ୍ୟ ମାନେ ବ୍ଲକ ପରିସରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଘେରିଲା ସଙ୍ଘ. ଦୀର୍ଘ ଦିନ ଧରି ଲୋକଙ୍କୁ ସେବା ଯୋଗାଇଥିବା ବେଳେ ଆଜି ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରିବା ପାଇଁ ବ୍ଲକ ପ୍ରଶାସନ ଧମକ ଦେଉଥିବା ଅଭିଯୋଗ ଆଣିଛି ସଙ୍ଘ. ଅନ୍ୟପଟେ ଏ ସହ ସମାଧନ ପାଇଁ ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ.
Share
Read More News
T & C
Privacy Policy
Contact Us
Your browser does not support JavaScript!