Download Now Banner

This browser does not support the video element.

ସୋନପୁର: ପିତାମହୁଲ, ଦୁର୍ଦୁରା ଏବଂ ଡୁଲେଶ୍ୱର ଅଂଚଳରେ 10 ଟିକିଆ ହାତୀପଲ, ବନ ବିଭାଗର ଘଉଡ଼େଇବା ଜାରି

Sonapur, Subarnapur (Sonepur) | Sep 6, 2025
ସୂଚନା ଅନୁସାରେ ଗତକାଲି ଠାରୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ, ଦୁର୍ଦୁରା ଏବଂ ଡୁଲେଶ୍ୱର ଅଂଚଳରେ 10 ଟିକିଆ ହାତୀପଲ ବିଚରଣ କରୁଥିବା ଜଣା ପଡିଛି l ଏହି କ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମାଙ୍କ ନେତୃତ୍ୱରେ ସହକାରୀ ବନ ସଂରକ୍ଷକ ଅଭିମାସ ବରିହା, ବନପାଳ ଲିଙ୍ଗରାଜ ନାଏକ, ବନରଖି ରାଜୀବ ସାହୁ ଏବଂ ବନସରକ୍ଷା ବାହିନୀର କର୍ମକର୍ତ୍ତାଙ୍କୁ ନେଇ ଏକ ଟିମ, ଗତକାଲି ରାତି ପ୍ରାୟ 9 ଟାରୁ ଆଜି ସକାଳ ଭୋର 5 ଘଣ୍ଟା ପର୍ଯ୍ୟନ୍ତ ଏହି ହାତୀ ପଲଙ୍କୁ ଘଉଡ଼ାଇ ଥିବା ବେଳେ, ହାତୀପଲ ବର୍ତମାନ ଡୁଲେଶ୍ୱର ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଛନ୍ତି l
Read More News
T & CPrivacy PolicyContact Us