Download Now Banner

This browser does not support the video element.

କଣ୍ଟାମାଳ: କଣ୍ଟାମାଳ ଠାରେ ସବଡ଼ିଭିଜନ ଓ ଏନଏସି ମାନ୍ୟତା ଦାବିରେ ସଚେତନ ନାଗରିକ ମଞ୍ଚର ବୈଠକ

Kantamal, Boudh (Bauda) | Sep 3, 2025
ବୁଧବାର ଅପରାନ୍ହରେ କଣ୍ଟାମାଳ କୋର୍ଟ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟ ଠାରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଦୂତିଆ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓକିଲ ସଂଘ, କଣ୍ଟାମାଳ ବଣିକ ସଂଘ, ସଚେତନ ନାଗରିକ, ବରିଷ୍ଠ ନାଗରିକ ଓ ବିଭିନ୍ନ ସଂଗଠନ ଯୋଗ ଦେଇଥିଲେ l ଉକ୍ତ ଦାବି ନେଇ ମଞ୍ଚ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରା ଯିବାକୁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା l
Read More News
T & CPrivacy PolicyContact Us