Download Now Banner

This browser does not support the video element.

ବିଞ୍ଝାରପୁର: ବେସରକାରୀ ଅଧ୍ୟାପକ,କର୍ମଚାରୀ ସଂଘ ଦାବିକୁ ତୁରନ୍ତ ପୂରଣ କରିବା ପାଇଁ ଖରସ୍ରୋତା କଲେଜରେ ଦାବୀ କଲେ ରାଜ୍ୟ କଂଗ୍ରେସ ପୂର୍ବତନ ସମ୍ପାଦକ

Binjharpur, Jajpur | Sep 2, 2025
ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଦାବିକୁକୁ ତୁରନ୍ତ ପୂରଣ କରିବା ପାଇଁ ଖରସ୍ରୋତା କଲେଜରେ ଦାବୀ କଲେ ରାଜ୍ୟ କଂଗ୍ରେସ ପୂର୍ବତନ ସମ୍ପାଦକ l ସଙ୍ଘର ଆହ୍ବାନରେ ବିଭିନ୍ନ ଦାବି ନେଇ ବିଞ୍ଝାରପୁର ବ୍ଲକ ଖରସ୍ରୋତା ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସିଥିବା ଧାରଣା ଆଜି 18 ଦିନରେ ପହଁଚିଛି l ଆନ୍ଦୋଳନ ସ୍ଥଳେରେ ପହଂଚି ଛନ୍ତି ରାଜ୍ୟ କଂଗ୍ରେସ ପୂର୍ବତନ ସାଧାରଣ ସମ୍ପାଦକ ପଦ୍ମକର ଗୁରୁ l ତୁରନ୍ତ ରାଜ୍ୟ ସରକାର ସଙ୍ଘର ଦାବିକୁ ପୂରଣ କରିବା ପାଇଁ ନିବେଦନ କରିଛନ୍ତି l
Read More News
T & CPrivacy PolicyContact Us