Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ପୌରପାଳିକା ରେ ମହାଆଡ଼ମ୍ବରରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ l

Nabarangapur PS, Nabarangpur | Aug 31, 2025
ପୌରପାଳିକା ରେ ମହାଆଡ଼ମ୍ବରରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ l ନବରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାଆଡମ୍ବର ପାଳିତ ହୋଇଯାଇଛି, ପୌର ପାଳିକାର ଅଧକ୍ଷ ଶ୍ରୀ କୁନୁ ନାୟକ ଙ୍କ ଦ୍ୱାରା ପୌର କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲ l ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବହୁମୁଖୀ ହଲ ପ୍ରକଳ୍ପ ଉଦଘାଟନ ଓ ବିଭିନ୍ନ ଯୋଜନା ର ଲୋକାର୍ପଣ ଉତ୍ସବ ର ଏଲ ଇ ଡି ମାଧ୍ୟମ ରେ ସିଧାପ୍ରସାରଣ କରାଯାଇଥିଲା l
Read More News
T & CPrivacy PolicyContact Us