Download Now Banner

This browser does not support the video element.

ସୁନ୍ଦରଗଡ ସହର: ଜାମକାନି କୋଇଲା ଖଣି ଦ୍ଵାରା ବିସ୍ଥାପିତ ହୋଇଥିବା ବିସ୍ଥାପିତ ମାନେ ବିଭିନ୍ନ ସମସ୍ୟା ନେଇ ଗର୍ଜନଜୋର କଲୋନୀ ଠାରେ ଦେଲେ ପ୍ରତିକ୍ରିୟା

Sundargarh Town, Sundargarh | Nov 22, 2024
ଜାମକାନି କୋଇଲା ଖଣି ଦ୍ଵାରା ବିସ୍ଥାପିତ ବିଭିନ୍ନ୍ ସମସ୍ୟା ନେଇ ଗର୍ଜନଜୋର କଲୋନୀ ଠାରେ ନିଜ ପ୍ରତିକ୍ରିୟା ଦେଲେ.. ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଳକର ଜାମକାନୀ କୋଇଲା ଖଣି ଦ୍ଵାରା ବିସ୍ଥାପିତ ହେଇଥିବା ପରିବାରଙ୍କ ଦୁଃଖ । ଦେଖିଲେ ଦ୍ବନ୍ଦରେ ପଡିଯିବେ ଯେ ବଣ ଜଙ୍ଗଲ ନା ଏହା କମ୍ପାନୀ ଓ ସରକାର ଦ୍ବାରା ବିକଶିତ ପୁନର୍ବାସ କଲୋନୀ । ଜାମକାନୀ କୋଇଲା ଖଣି ପ୍ରଥମେ ଭୂଷଣ ଷ୍ଟିଲ ଏଣ୍ଡ ପାଓ୍ବାର କମ୍ପାନୀକୁ ଲିଜ ମିଲିଥିଲା । ବିସ୍ଥାପିତଙ୍କୁ ଥଇଥାନ ସମୟରେ ୨୦୧୪ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଲିଜ ବାତିଲ ହୋଇଥିଲା ।
Read More News
T & CPrivacy PolicyContact Us