Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଉମରକୋଟ ପୌରକାର୍ଯ୍ୟାଳୟରେ ପୌର ଅଧ୍ୟକ୍ଷାଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ଭୋଟିଙ୍ଗ

Nabarangapur PS, Nabarangpur | Sep 10, 2025
ଉମରକୋଟ ପୌରକାର୍ଯ୍ୟାଳୟରେ ପୌର ଅଧ୍ୟକ୍ଷାଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ଭୋଟିଙ୍ଗ। ପୌର ଅଧକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ଭୋଟିଙ୍ଗ ରହିଛି।ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶକ୍ରମେ ଉପ ଜିଲ୍ଲାପାଳ ଉପସ୍ଥିତ ରହି ସମସ୍ତ କାଉନଶୀଳର ଙ୍କ ସହ ଆଲୋଚନା ପରେ ଭୋଟିଙ୍ଗ ହେବାର କାର୍ଯ୍ୟ ରହିଛି। ସୂଚନା ଅନୁଯାୟୀ ଗତ 26/08/25 ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରା ଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ସମସ୍ତ ୧୪ ଟି କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ
Read More News
T & CPrivacy PolicyContact Us