Install App
khariar.news
This browser does not support the video element.
ଖରିଆର: ଖଡ଼ିଆଳ ଅଗ୍ରସେନ ଭବନରେ କଂଗ୍ରେସର ସଂଗଠନ ସୃଜନ କାର୍ଯ୍ୟକ୍ରମରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ସଚିବ ମନୋଜ ଚୌହାନ
Khariar, Nuapada | Sep 3, 2025
କଂଗ୍ରେସର ସଂଗଠନ ସୃଜନ ଅଭିଯାନରେ ଖଡ଼ିଆଳ ଠାରେ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ସ୍ଥାନୀୟ ଅଗ୍ରସେନ୍ ଭବନରେ ଆଜି ୨ ଟା ଯାଏଁ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କଂଗ୍ରେସ ପାର୍ଟିର ସଚିବ ମନୋଜ ଚୌହାନ ଓ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗୋ ଯୋଗଦେଇ ନୂଆପଡ଼ା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତ କର୍ମୀ କଠୋର ପରିଶ୍ରମ କରିବାକୁ ଆହ୍ବାନ ଦେଇଥିଲେ। ବରିଷ୍ଠ କଂଗ୍ରେସ ନେତା କମଳ ଚରଣ ତାଣ୍ଡି ସ୍ବାଗତ ଭାଷଣ ଦେଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!