Download Now Banner

This browser does not support the video element.

ଯାଜପୁର: ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟରେ ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ,ଯୋଗ ଦେଲେ ଅନେକ ସ୍କୁଲର ଛାତ୍ରଛାତ୍ରୀ

Jajapur, Jajpur | Aug 31, 2025
ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟରେ ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ,ଯୋଗ ଦେଲେ ଅନେକ ସ୍କୁଲର ଛାତ୍ରଛାତ୍ରୀ l ଆଜି ସାରା ରାଜ୍ୟରେ ଅର୍ବାନ ବିଭାଗ ପକ୍ଷରୁ ଧୂମ ଧାମର ସହିତ ସ୍ୱାୟତ୍ତ ଶାସନ ଦିବସ ପାଳନ ହେଉଛି l ଏହି ପରିପକ୍ଷରେ ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟରେ ପୌର ପ୍ରଶାସନ ପକ୍ଷରୁ ଏହି ଦିବସ ପାଳିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଅତିଥି ଭାବେ ଯୋଗଦେଇ ପତକା ଉତ୍ତଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏଥିସହିତ ଆଜି ଦିନରେ ସହରକୁ ସ୍ୱଛତା ରଖିବା ପାଇଁ ଶପଥ ନେବା ପାଇଁ ପରମାର୍ଶ ଦେଇଥିଲେ
Read More News
T & CPrivacy PolicyContact Us