Download Now Banner

This browser does not support the video element.

ବିଞ୍ଝାରପୁର: ମଙ୍ଗଳପୁର ଥାନା ଅଞ୍ଚଳ ରେ ନାବାଳିକା ଦୁଷ୍କର୍ମ ଘଟଣା ରେ ସମ୍ପର୍କ ରେ ସୂଚନା ଦେଲେ ସରକାରୀ ଓକିଲ ପାର୍ଥ ସାରଥୀ ରାୟ।

Binjharpur, Jajpur | Jul 17, 2024
ମଙ୍ଗଳପୁର ଥାନା ଅଞ୍ଚଳ ରେ ନାବାଳିକା କୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତ ଙ୍କୁ ୨୦ବର୍ଷ ର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । 2021 ମସିହା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳର ନିର୍ମଳ ମଳିକ ସେହି ଅଂଚଳର ଜୈନିକ ନାବାଳିକା ଶୌଚ ହେବାକୁ ଯାଇଥିବା ବେଳେ ନାବାଳିକା କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ । ଏ ନେଇ ମଙ୍ଗଳପୁର ଥାନାରେ ପୀଡ଼ିତା ଙ୍କ ପରିବାର ବର୍ଗ ଅଭିଯୋଗ କରିଥିଲେ।
Read More News
T & CPrivacy PolicyContact Us