Download Now Banner

This browser does not support the video element.

ସୋନପୁର: ନୂଆଁପାଲି ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ତରଭା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

Sonapur, Subarnapur (Sonepur) | Sep 9, 2025
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତ ନୂଆପାଲି ଗ୍ରାମର ୱାର୍ଡମେମ୍ବର ସୌଦାମିନୀ ନନ୍ଦଙ୍କ ସମେତ ଗାଁର ମହିଳା ମାନେ ମିଶି ବିଗତ ଦିନରେ ପଂଚାୟତ ବୈଠକ ଏବଂ ପଂଚାୟତ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରି କୌଣସି ଫଳ ନପାଇବାରୁ,ଆଜି ଅପରାହ୍ନ ପ୍ରାୟ 12 ଘଣ୍ଟା ସମୟରେ ତରଭା ବ୍ଲକକୁ ଆସି ଗ୍ରାମର ରାସ୍ତା ଓ ପାଣି ସମସ୍ୟାକୁ ନେଇ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ନାଏକ ଙ୍କୁ ଲିଖିତ ଭାବରେ ଦାବିପତ୍ର ପ୍ରଦାନ କରିଥିଵା ଦେଖିବାକୁ ମିଳିଛି l ‎
Read More News
T & CPrivacy PolicyContact Us