Download Now Banner

This browser does not support the video element.

ନୟାଗଡ: ଖଣ୍ଡପଡା ରୋଡ଼ ହୋଟେଲ ପ୍ରିନ୍ସ ପରିସରରେ କଂଗେସ ର ସାଙ୍ଗଠନିକ ସମ୍ମିଳନୀ ବୈଠକ ଅନୁଷ୍ଠିତ

Nayagarh, Nayagarh | Sep 6, 2025
ଖଣ୍ଡପଡା ରୋଡ଼ ହୋଟେଲ ପ୍ରିନ୍ସ ପରିସରରେ କଂଗେସ ର ସମ୍ମିଳନୀ ବୈଠକ ଅନୁଷ୍ଠିତ। ସୂଚନା ମୁତାବକ ଆଜି ରାତି ସାତ ଘଟିକା ସମୟରେ ଖଣ୍ଡପଡା ରୋଡ଼ ହୋଟେଲ ପ୍ରିନ୍ସ ପରିସରରେ କଂଗେସ ର ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମ ରେ ବହୁ କଂଗେସ ନେତା ଉପସ୍ଥିତ ରହିଥିଲେ। ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା କଂଗ୍ରେସ ନେତା ରଞ୍ଜିତ ଦାସ।
Read More News
T & CPrivacy PolicyContact Us