Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଭାବେ ପୁଣି ଦାସରଥି ଗମାଙ୍ଗଙ୍କୁ ମିଳିଲା ଦାୟିତ୍ୱ

Paralakhemundi, Gajapati | Sep 27, 2025
ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଭାବେ ପୁଣି ଦାସରଥି ଗମାଙ୍ଗଙ୍କୁ ମିଳିଲା ଦାୟିତ୍ଵ। ଓଡ଼ିଆ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନୂଆ ଟିମ୍ ଘୋଷଣା କରିଥିବା ବେଳେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଭାବେ ପୁଣି ମୋହନା ବିଧାୟକ ଦାସରଥି ଗମାଙ୍ଗଙ୍କୁ ଗଜପତି ଜିଲ୍ଲା ସଭାପତି ଭାବେ ପୁଣି ଦାଇତ୍ବ ପ୍ରଦାନ କରା ଯାଇଛି। ଦାଶରଥି ଗମାଙ୍ଗ ଙ୍କ ତୃଣମୂଳ ସ୍ତରରୁ ସଂଗଠନ କରି ସରପଞ୍ଚ, ସମିତି ମେମ୍ବର,ଆର ଉଦୟଗିରି ଚେର ମେନ୍, ଦୁଇ ଦୁଈ ଥର ମୋହନା ବିଧାନ ସଭା ମଣ୍ଡଳୀରେ ବିଧାୟକ ଭାବେ ନିଜର ଲୋକ ପ୍ରୀୟତା ଦେଖାଇ ଆସିଥିବା ବେଳେ ଏବେ ତୃତୀୟ ଥର ପୁଣି ଜିଲ୍ଲା କଂଗ୍ରେସ ସ
Read More News
T & CPrivacy PolicyContact Us