Download Now Banner

This browser does not support the video element.

ଆସିକା: ବ୍ଲକ ସମ୍ମିଳନୀ କକ୍ଷ ଠାରେ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ

Asika, Ganjam | Aug 22, 2025
ଗଞ୍ଜାମ ଜିଲ୍ଲା ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ଥରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆସିକା ବିଡ଼ିଓ ଲିପିନା ଦାଶ,ତହସିଲଦାର ସଙ୍ଗୀତା ସେଣ, ବ୍ଲକ ଉପାଧ୍ୟାକ୍ଷା ଟି.ରେସ୍ମା ଦୋରା, ଜିଲ୍ଲାପରିଷଦ ସଦସ୍ୟା ଅନିମା ପରିଡା ଙ୍କ ସମେତ ବହୁ ଅତିଥି ଯୋଗଦେଇ ସରକାର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ଆଲୋଚନା ହୋଇଥିଲା l
Read More News
T & CPrivacy PolicyContact Us