Download Now Banner

This browser does not support the video element.

ପୋଲସରା: ବୁଗୁଡ଼ା ବ୍ଲକ ବାଲିପଦର, ଗୋଲିଆ ଗ୍ରାମର ଦୁଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ

Polasara, Ganjam | Aug 23, 2025
ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଲକ ବାଲିପଦର ଏବଂ ଗୋଲିଆ ଗ୍ରାମ ଗ୍ରସ୍ତ କରିଛନ୍ତି ପୋଲସରା ପୂର୍ବତନ ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ l ସେ ଦୁଇ ଗ୍ରାମରେ ପହଞ୍ଚି ଦଳୀୟ କର୍ମୀ ଙ୍କ ସହ ଦଳ ସଂଗଠନ ନେଇ ଆଲୋଚନା କରିଥିଲେ l ଆଗାମୀ ଦିନରେ ଗ୍ରାମରେ ବିଜେଡି ସଂଘଠନ କିଭକି ସୁଦୃଢ ହେବ ଏବଂ ଲୋକ ଙ୍କ ସମସ୍ୟା ସମଧାନ ନହେଲେ କିଭଳି ପ୍ରଶାସନ ପାଖରେ ଦାବୀ ଉପସ୍ଥାପନ କରାଯିବ ସେନେଇ ଦଳୀୟ କର୍ମୀ ଙ୍କ ସହ ଆଲୋଚନା କରିଥିଲେ l ପରେ ଦୁଇ ଗ୍ରାମର ମୃତକ ଙ୍କ ପରିବାର କୁ ସାକ୍ଷାତକରୀ ସମବେଦନା ଜଣାଇଛନ୍ତି l
Read More News
T & CPrivacy PolicyContact Us