Install App
silvercitykhabar
This browser does not support the video element.
କଟକ ପୌରାଞ୍ଚଳ: ହ୍ୟୁଜ ଆପ ଠକେଇ ମାମଲା, ଅଭିଯୁକ୍ତକୁ କଟକ ସାଇବର ଥାନା ପୋଲିସ ଗିରଫ କରିବା ନେଇ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ଅଫିସରେ ଡିସିପିଙ୍କ ପ୍ରତିକ୍ରିୟା
Cuttack M Corp PS, Cuttack | Sep 1, 2025
କଟକ ସହର ସମେତ ବିଭିନ୍ନ ସ୍ଥାନରୁ ହ୍ୟୁଜ ଆପ ନାଁରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ଜଣେ ଠକକୁ ବାଲେଶ୍ଵରରୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ପାର୍ଥସାରଥୀ ଦାସ। ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୋମବାର ଦିନ ୧.୩୦ ମିନିଟ ସମୟରେ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ଅଫିସରେ ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ଦ୍ୟାନଦେଓ। ଏହି ମାମଲାର ତଦନ୍ତ ଜାରି ରହିଛି। ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି ଡିସିପି।
Share
Read More News
T & C
Privacy Policy
Contact Us
Your browser does not support JavaScript!