Download Now Banner

This browser does not support the video element.

ଘସିପୁରା: ପାଟଣା ଠାରେ ବନ ବିଭାଗ ପକ୍ଷରୁ ଭ୍ରାମ୍ୟମାନ ଚାରା ବଣ୍ଟନ ଗାଡି ଉଦଘାଟନ

Ghasipura, Kendujhar | Sep 9, 2025
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଆଜି ପାଟଣା ବନାଞ୍ଚଳ ତରଫରୁ ପ୍ରତ୍ୟେକ ପଞ୍ଚାୟତ ପାଇଁ ୫୦୦ ଚାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଅଛି । ଚଳିତ ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତ, ଶିକ୍ଷାଅନୁଷ୍ଠାନ ଓ ଅନ୍ୟ ସ୍ଥାନ ମାନଙ୍କରେ ୭୫ ଲକ୍ଷ ବୃକ୍ଷ ରୋପଣ ଲକ୍ଷ ରଖାଯାଇଛି।
Read More News
T & CPrivacy PolicyContact Us