This browser does not support the video element.
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ 2025 ପାଳିତ
Paralakhemundi, Gajapati | Aug 31, 2025
ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ 2025 ପାଳିତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୋୖର ପରିଷଦ କାର୍ଯ୍ୟାଳୟରେ ଆଜି ସକାଳ ଦଶଟା ବେଳେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ 2025 ପାଳିତ ହୋଇ ଯାଇଛି । ପ୍ରାୟ ସକାଳ ବେଳେ ସହର ମଧ୍ୟରେ ଥିବା ସମସ୍ତ ବୀର ପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ବୀର ପୁତ୍ର ମାନଙ୍କୁ ସମ୍ମାନ ଜଣାଇ ଥିଲେ। ଏହି ପରୀପ୍ରେକ୍ଷୀରେ ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଦେଇ ତ୍ରିରଙ