Download Now Banner

This browser does not support the video element.

ବିଞ୍ଝାରପୁର: ବିଂଝାରପୁର ବ୍ଲକ କଲ୍ୟାଣପୁର ଗାଁରେ ଅଘଟଣ,ଘର କାନ୍ଥ ପଡିଯିବାରୁ ପରିବାର ଦୁଇଜଣ ଆହତ

Binjharpur, Jajpur | Sep 7, 2025
ବିଂଝାରପୁର ବ୍ଲକ କଲ୍ୟାଣପୁର ଗାଁରେ ଅଘଟଣ,ଘର କାନ୍ଥ ପଡିଯିବାରୁ ପରିବାର ଦୁଇଜଣ ଆହତ,ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି l ଗତକାଲି ରାତିରେ କଲ୍ୟାଣପୁର ଗାଁର ସଞ୍ଜୟ ମଲ୍ଲିକଙ୍କ ପରିବାର ଲୋକେ ଖାଈପିଇ ଶୋଇଥିଲେ l ତେବେ ଆଜି ସଖାଳୁ ସଖାଳୁ ସୋଇଥିବା ଅବସ୍ଥାରେ ହଠାତ ତାଙ୍କ ଘର କାନ୍ଥ ଭାଙ୍ଗି ପଡ଼ିଥିଲା l ଫଳରେ ସୋଇଥିବା ବ୍ୟକ୍ତି ମାନେ ଆହତ ହେଇଥିଲେ l ତେବେ ଘର କାନ୍ଥ ଭାଙ୍ଗିଥିବା ସୂଚନା ପାଇ ସଞ୍ଜୟଙ୍କ ପଡ଼ିଶା ଲୋକେ ପହଂଚି ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l
Read More News
T & CPrivacy PolicyContact Us