Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଲଗାଣ ବର୍ଷା ଯୋଗୁଁ ରାବଣେଶ୍ୱର ଠାରେ ବୁଢାବଳଙ୍ଗ ନଦୀର ଦବି ଯାଇଥିବା ନଦୀ ବନ୍ଧକୁ ପରିଦର୍ଶନ କଲେ ଶାସକଦଳ ଉପମୁଖ୍ୟ ସଚେତକ

Baleshwar M, Balasore | Sep 2, 2025
ସୋମବାର ରାତିରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ରାବଣେଶ୍ୱର ଗ୍ରାମରେ ନଦୀବନ୍ଧ ଦବି ଯାଇଛି। ଏହି ଖବର ପାଇ ମଙ୍ଗଳବାର ପୂର୍ବାହ୍ନ ୯ ଟା ସମୟରେ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ତୁରନ୍ତ ଇରିଗେସନ SE ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ ବିଧାୟକ ଅଞ୍ଚଳ ବାସୀଙ୍କ ସହ ଏ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
Read More News
T & CPrivacy PolicyContact Us