Download Now Banner

This browser does not support the video element.

ଧର୍ମଗଡ: କର୍ମେଲ ଠାରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଜେଲ ଗଲା ଆକ୍ରମଣକାରୀ

Dharamgarh, Kalahandi | Oct 4, 2025
କର୍ମେଲ ଗ୍ରାମ ଠାରେ ଘରୋଇ ଅଶାନ୍ତି କୁ କେନ୍ଦ୍ର କରି ଜଣେ ଯୁବକ ଜନୈକ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏନେଇ ବୃଦ୍ଧଙ୍କ ପରିବାର ଲୋକ କଲମପୁର ପୁଲିସ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କଲମପୁର ପୁଲିସ କର୍ମେଲ ଗ୍ରାମର ପ୍ରତାପ ପୁଝାରୀ ନାମକ ଜନୈକ ଯୁବକ କୁ ଗିରଫ୍ କରି ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ଆକ୍ରମଣକାରୀକୁ ଧର୍ମଗଡ ଉପକାରାଗିରରେ ଭର୍ତ୍ତି କରାଯାଇଛି।
Read More News
T & CPrivacy PolicyContact Us