Download Now Banner

This browser does not support the video element.

ପରଜଙ୍ଗ: ବିରାଶାଳ ମେଡ଼ିକାଲର କର୍ତ୍ତୁପକ୍ଷଙ୍କ ମନମାନି ଯୋଗୁଁ ସୁଇପର୍ ଙ୍କ ମିଳୁନି ଦରମା ରହଣୀ ଗାଁ ଠାରେ ପ୍ରତିକ୍ରିୟା ରଖିଲେ କର୍ମଚାରୀ

Parajang, Dhenkanal | Sep 10, 2025
ବିରାଶାଳ ମେଡ଼ିକାଲର କର୍ତ୍ତୁପକ୍ଷଙ୍କ ମନମାନି ଯୋଗୁଁ ସୁଇପର୍ ଙ୍କ ମିଳୁନି ଦରମା ପ୍ରତିକ୍ରିୟା ରଖିଲେ କର୍ମଚାରୀ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ମେଡ଼ିକାଲ କର୍ତ୍ତୁପକ୍ଷଙ୍କ ମନମାନି ଯୋଗୁଁ ମେଡ଼ିକାଲରେ ଶୁଇପର ଭାବେ କାମ କରିଥିବା ଦମ୍ପତି ଙ୍କ ମିଳୁନି ଦରମା। ଯାହାକୁ ନେଇ ବୁଧବାର ଅପରାହ୍ନ ୧ଟାରେ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଦମ୍ପତି।
Read More News
T & CPrivacy PolicyContact Us