Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସୀମାନ୍ତ ନେସନାଲ ପାର୍କ ଅଞ୍ଚଳରେ ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟଣା, ଜବତ ହେଲା ମର ଶରୀର ଓ ଅସ୍ତ୍ରଶସ୍ତ୍ର

Malkangiri, Malkangiri | Sep 13, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ନେସନାଲ ପାର୍କ ଜଙ୍ଗଲ ରେ ପୋଲିସ ମାଓବାଦୀ ଗୁଳିବିନିମୟ ରେ ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡକୋର ମାଓବାଦୀ ନିହତଘଟଣାରେ ଦୁଇ ମୃତ ମାଓବାଦୀ ଙ୍କ ମର ଶରୀର ଜବତ। ଗତକାଲି ଏହି ଗୁଳିବିନିମୟ ହୋଇଥିଲା। ଆଜି ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ।ଦୁଇ ମାଓବାଦୀ ନାଁ ରେ ଆଠ ଆଠ ଲକ୍ଷ୍ୟ ଟଙ୍କା ଲେଖାଏଁ ୧୬ ଲକ୍ଷ୍ୟ ଟଙ୍କା ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର।
Read More News
T & CPrivacy PolicyContact Us