Download Now Banner

This browser does not support the video element.

ବଡସାହି: ଗରୁଡବସା ଠାରେ ଚଢାଉକରି ଚୋରା ମୋରମ ବୋଝେଇ ଟ୍ରାକ୍ଟର ଜବତକଲା ବେତନଟୀ ପୁଲିସ, ମାମଲା ରୁଜୁ

Barsahi, Mayurbhanj | Aug 27, 2025
ବେତନଟୀପୁଲିସ ପେଟ୍ରୋଲିଂ ଟିମ ବୁଧବାର ରାତି ସାଢେ୧୧ଟାରେ ଗରୁଡବସାଠାରେ ଚଢାଉକରି ଚୋରାମୋରମ ବୋଝେଇ ଟ୍ରାକ୍ଟର ଜବତ ସମେତ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା l ସୂଚନା ମୁତାବକ ଚୋରା ମୋରମ ଚାଲାଣନେଇ ଖବର ଜଣାପଡିବାପରେ ବେତନଟୀ ପୁଲିସ ପେଟ୍ରୋଲିଂ ଟିମ ବୁଧବାର ରାତି ଚଢାଉ କରିଥିଲେ l ଚଢାଉ ସମୟରେ ଓଡି -୧୧ଏଇ -୮୫୮୧ନମ୍ବର ବିଶିଷ୍ଟ ଟ୍ରାକ୍ଟର ଏବଂ ଓଡି -୧୧ଏଏଚ -୯୨୪୮ନମ୍ବର ବିଶିଷ୍ଟ ଚୋରାମୋରମ ବୋଝେଇ ଟ୍ରାକ୍ଟରଡାଲା ଜବତ କରାଯାଇଛି l
Read More News
T & CPrivacy PolicyContact Us