Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଧଣ୍ଡରା ରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ

Nabarangapur PS, Nabarangpur | Sep 10, 2025
ଧଣ୍ଡରା ରେ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ଗ୍ରାମର ଲମ୍ବୋଦର ଭତରା ଙ୍କ ପିତା ମନବୋଧ ଭତରା ଙ୍କ ଦଶାହ କାର୍ଯ୍ୟରେ ଯୋଗଦେଇଥିଲେ, ଏହି ଅବସର ରେ ଯୋଗଦେଈ ସେ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ ପରିବାର କୁ ସମବେଦନା ଜଣେଇଥିଲେ
Read More News
T & CPrivacy PolicyContact Us