This browser does not support the video element.
ଅନୁଗୋଳ: ପରଙ୍ଗ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଠାରେ ପ୍ରତିକ୍ରିୟା ରଖିଲେ ମୃତକଙ୍କ ବାପା ବାବାଜୀ
Anugul, Angul | Sep 8, 2025
ଅନୁଗୋଳ ଜିଲ୍ଲା ହିଙ୍ଗୁଳା ଥାନାର ଡଅଁରା ଗ୍ରାମର ପୁଅକୁ ତାର ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ନିଶା ଥାନାରେ ଅଭିଯୋଗ କରିଛନ୍ତି ପୁଅ ଘର ପରିବାରବର୍ଗ। ସୁଚନା ମୁତାବକ ଡଅଁରା ଗ୍ରାମର ବାବାଜୀ ଗୋଚ୍ଛାୟତଙ୍କ ୨୫ ବର୍ଷୀୟ ପୁଅ ସଞ୍ଜୟ ଗୋଚ୍ଛାୟତ କିଛି ବର୍ଷ ପୂର୍ବେ ନିଶା ଥାନାର ପରଙ୍ଗ ଗ୍ରାମର ମୁଚି ଗୋଛୟତଙ୍କ ଝିଅ ରୂପା ଗୋଚ୍ଛାୟତଙ୍କୁ ବିବାହ କରିଥିଲେ। ମୁଚି ଗୋଛୟତଙ୍କର ପୁଅ ନଥିବାରୁ ସଞ୍ଜୟ ଶଶୁର ଘରେ ଘର ଜୂଇଁ ଭାବେ ରହି ଆସୁଥିଲେ। ସଞ୍ଜୟ ଜିନ୍ଦଲ କାରଖାନାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। କିଛିଦିନ ପରିବାର ଶାନ୍ତିଶୃଙ୍ଖଳା