Download Now Banner

This browser does not support the video element.

ବରଗଡ: ସହରର ଜନ ଗହଳି ସ୍ଥାନ ଓ ରାସ୍ତାରେ ଗାଈଗୋରୁ ଙ୍କ ଯୋଗୁଁ ସୃଷ୍ଟି ହୋଇଛି ଜନ ସମସ୍ୟା #jansamasya

Bargarh, Bargarh (Baragarh) | Sep 2, 2025
ବରଗଡ଼ ସହରର ରାସ୍ତାରେ ବୁଲୁଛନ୍ତି ଗାଇଗୋରୁ | ସହରର ଜନଗହଳି ସ୍ଥାନରେ ଗାଇଗୋରୁ ବୁଲୁଥିବା ବେଳେ ରାସ୍ତାରେ ବସିଛନ୍ତି ଗାଇଗୋରୁ | ବାରମ୍ବାର ପୌର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ | ଯାହା ଏବେ ଜନ ସମସ୍ୟା ଭାବରେ ପରିଣତ ହୋଇଛି | ସହରରେ କାଞ୍ଜି ହାଉସ ତିଆରି କରାଯାଇଥିବା ବେଳେ କେଉଁ କାରଣରୁ ଗାଇଗୋରୁଙ୍କୁ ରଖାଯାଉ ନାହିଁ ସେନେଇ ଜନସାଧାରଣ ଅଭିଯୋଗ କରିଛନ୍ତି | ଏନେଇ ମଙ୍ଗଳବାର ଅପରାହ୍ନ 3 ଘଣ୍ଟା ସମୟରେ ଗାନ୍ଧି ଛକ ଠାରେ ପ୍ରତିକ୍ରିୟା ରଖିଛନ୍ତି ଜନସାଧାରଣ ।
Read More News
T & CPrivacy PolicyContact Us