Download Now Banner

This browser does not support the video element.

କୋମନା: ନୂଆପଡ଼ା ଜିଲ୍ଲା ସୋନବର୍ଷା ଗ୍ରାମରେ ପାନୀୟ ଜଳର ଅଭାବ, ଗ୍ରାମ ପରିସରରେ ପ୍ରତିକ୍ରିୟା ରଖିଲେ ଗ୍ରାମର ଜଣେ ଯୁବତୀ #jansamasya

Komna, Nuapada | Apr 18, 2025
ନୂଆପଡ଼ା ଜିଲ୍ଲା ସୋନବର୍ଷା ଗ୍ରାମରେ ପାନୀୟ ଜଳର ଅଭାବ । ସୂଚନା ମୁତାବକ ସୋନବର୍ଷା ଗ୍ରାମରେ ପାନୀୟ ଜଳର ଅଭାବ ଦେଖିବାକୁ ମିଳିଛି ଫଳରେ ଗାଁ ର ଲୋକମାନେ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହେଉଛନ୍ତି,ତେବେ ଏ ନେଇ ଗ୍ରାମ ପରିସରରେ ଶୁକ୍ରବାର ଅପରାହ୍ନ ଏକ ଘଟିକା ସମୟରେ ପ୍ରତିକ୍ରିୟା ରଖିଲେ ଗ୍ରାମର ଜଣେ ଯୁବତୀ
Read More News
T & CPrivacy PolicyContact Us