Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲାଞ୍ଚ ନେଇ ଗିରଫ ହୋଇଥିବା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କ ଭୁବନେଶ୍ୱର ମେ ଫେୟାର ନିକଟ ଫ୍ଲାଟରୁ ମିଳିଲା ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା
Bhubaneswar M Corp, Khordha | Sep 12, 2025
ଲାଞ୍ଚନେଇ ଗିରଫ ହେଲେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା । ୨୦୧୯ ବ୍ୟାଚ୍ର ଓଏଏସ୍ ଟପ୍ପର ତଥା ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଗିରଫ ହୋଇଛନ୍ତି । ଡ୍ରାଇଭରଙ୍କ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜମିପଟ୍ଟା ମ୍ୟୁଟେସନ୍ ଓକିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ । ତହସିଲଦାରଙ୍କ ସ୍ତ୍ରୀ ରହୁଥିବା ଭୁବନେଶ୍ୱର ମେ ଫେୟାର ନିକଟ ଫ୍ଲାଟରୁ ମିଳିଲା ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା ।ଘଟଣାର ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!