This browser does not support the video element.
ରାଜଗାଙ୍ଗପୁର: ସେବା ପକ୍ଷ ପାଳନ ଅବସରରେ କୁତ୍ରା ଓ ଆମଗୁଭା ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
Rajagangapur, Sundargarh | Sep 25, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅନ୍ତର୍ଗତ କୁତ୍ରା କଲ୍ୟାଣ ମଣ୍ଡପ ଓ ଆମଗୁଭା ରାଏବାହାଲ ଠାରେ ଭାଜପା ପକ୍ଷରୁ ଦୁଇଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।କ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିର କୁ ଜଳୀୟ ବିଧାୟକ ପ୍ରାର୍ଥୀ ନରସିଂହ ମିଞ୍ଜ ଉଦଘାଟନ କରିଥିଲେ ଏହି ଶିବିର ରେ ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି।ଅନୁରୁପ ଭାବେ ଆମଗୁଭା ରାଏବାହାଲ ଠାରେ ଖ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିର କୁ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରଫୁଲ୍ଲ କୁମାର ସିଂ ଉଦଘାଟନ କରିଥିଲେ ଏହି ଶିବିର ରେ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି।