Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଆସନ୍ତା କାଲି ପାଇଁ ଗଜପତି ଜିଲ୍ଲାକୁ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ।

Paralakhemundi, Gajapati | Sep 11, 2025
ଆସନ୍ତା କାଲି ପାଇଁ ଗଜପତି ଜିଲ୍ଲାକୁ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ। ସଂପୂର୍ଣ୍ଣ ଓଡ଼ିଶାକୁ ଆଇ ଏମ ଡି ବିଭାଗ ପକ୍ଷରୁ ୟେଲୋ ସଙ୍କେତ ଜାରି କରିଥିବା ବେଳେ ଗଜପତି ଜିଲ୍ଲା କୁ ଆସନ୍ତା କାଲି ଅର୍ଥାତ୍ ୧୨/୯/୨୦୨୫ ତାରିଖ ପାଇଁ ୟେଲୋ ସଙ୍କେତ ଜାରି ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେଣୁ ଘଡଘଡି ଏବଂ ବର୍ଷା ସମୟରେ ବାହାରକୁ ନଯିବା ଏବଂ ଭୂ ସ୍ଖଳନ ଅଞ୍ଚଳରେ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍
Read More News
T & CPrivacy PolicyContact Us