Download Now Banner

This browser does not support the video element.

ବିଜେପୁର: ଗାଇସିଲାଟ ଠାରେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ମେଗା ସ୍ବାସ୍ଥ୍ୟ ଶିବିର ଓ ରକ୍ତଦାନ ଅନୁଷ୍ଠିତ

Bijepur, Bargarh (Baragarh) | Sep 25, 2025
ଗାଇସିଲାଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ମେଗା ସ୍ବାସ୍ଥ୍ୟ ଶିବିର ଓ ରକ୍ତଦାନ ଅନୁଷ୍ଠିତ । ଆଜି ଗାଇସିଲାଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗାଇସିଲାଟ ମହାବିଦ୍ୟାଳୟ ଠାରେ ଦେଶର ଜସସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ବାର୍ଷିକୀ ସେବା ପକ୍ଷ ପାଳନ ଅବସରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଓ ବିଶେଷଜ୍ଞ ଯୋଗଦେଇଥିଲେ ।
Read More News
T & CPrivacy PolicyContact Us