This browser does not support the video element.
ନୂଆପଡା: ବିଭିନ୍ନ ଦାବି ନେଇ ଶିଳ୍ପୀ ମହାସଂଘ ନୂଆପଡ଼ା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କରାଗଲା ଘେରାଉ
Nuapada, Nuapada | Aug 16, 2025
ଆଜି ଓଡିଶା ଶିଳ୍ପୀ ମହାସଂଘର ନୂଆପଡ଼ା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସଂଘର ସଦସ୍ୟ ମାନେ ସ୍ଥାନୀୟ ମିନି ଷ୍ଟାଡିୟମରୁ ଏକ ରାକିରେ ବାହାରି ଏକତା ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇଥିଲେ। ବିଭିନ୍ନ ଦାବି ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜି ଦିନ ଏଗାର ଟା ସମୟରେ ଏ ନେଇ ସଂଘର ସଦସ୍ୟ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି।