This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ପଡିଆବାହାଲ ସ୍ଥିତ ପଇଦାମାଲ ଅଞ୍ଚଳରେ ସଡ଼କ ଦୁର୍ଘଟଣା, ଜଣେ ଆହତ
Sambalpur M, Sambalpur | Sep 1, 2025
ପଡିଆବାହାଲ ସ୍ଥିତ ପଇଦାମାଲ ଅଞ୍ଚଳରେ ସଡ଼କ ଦୁର୍ଘଟଣା, ଜଣେ ଆହତ l ମିଳିଥିବା ସୂଚନା ଅନୁସାରେ ସୁବୋଧ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତି ବାଇକ ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ର ଶିକାର ହେଇଛନ୍ତି l ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ମେଡିକାଲ କୁ ଆଣି ଚିକିତ୍ସା କରାଇଥିଲେ l ତେବେ ବ୍ୟକ୍ତି ଜଣଙ୍କୁ କିଏ ଧକ୍କା ମାରି ଫେରାର ହେଇଯାଇଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ l