This browser does not support the video element.
କଟକ ପୌରାଞ୍ଚଳ: ଶେଷ ଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା
Cuttack M Corp PS, Cuttack | Jun 5, 2025
ତିଗିରିଆ ଶେଷ ଗାଁ ନିକଟରେ ଅପରାହ୍ନ ରେ ସଡ଼କ ଦୁର୍ଘଟଣା ଘଟିଥିଲା। ସମୁଦାୟ ୩ଜଣ ଆହତ। ଜାଣେ ମହିଳା ଥିଲେ। ବାଇକ ଓ ସ୍କୁଟି ଦୁର୍ଘଟଣା ଘଟିଥିଲା।