This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ବନ୍ତ ଛକ ସ୍ଥିତ ସତସଙ୍ଗ ମନ୍ଦିର ନିକଟ ଏସବିଆଇ ଏଟିଏମ୍ ଭିତରୁ ବନ୍ଧୁକ ଜବତ, ପୋଲିସର ତଦନ୍ତ ଜାରି
Bhadrak Rural, Bhadrak | Aug 25, 2025
ବନ୍ତଛକ ସ୍ଥିତ ସତସଙ୍ଗ ମନ୍ଦୀର ପାଖ SBI ଏଟିଏମ୍ ଭିତରୁ ବନ୍ଧୁକ ଜବତ।ତେବେ ଭଦ୍ରକ ରେ ଦିନକୁ ଦିନ ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ପଦାକୁ ଆସୁଥିବା ବେଳେ ପୋଲିସ କୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଦୃର୍ବୁତ୍ତମାନେ। ତେବେ ଏମିତି ଘଟଣା ଦେଖିବାକୁ ମିଳିଛି ଖୋଦ୍ ଭଦ୍ରକ ଛାତି ଉପରେ। ଲୋକ ଗହଳି ପୂର୍ଣ୍ଣ ଜାଗାରେ ଦୃର୍ବୁତ୍ତ ମାନେ ATM ଲୁଟିବାକୁ ଆସିଥିବା ଅନୁମାନ କରାଯାଉଛି। ତା ସହ ପୋଲିସ କୁ ଖୋଲା ଚାଲେଞ୍ଜ ଦେଇ ନିଜର ପାୱାର ବିଷୟରେ ଜଣାଇଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ବନ୍ଧୁକ କୁ ଜବତ କରି ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି।