Download Now Banner

This browser does not support the video element.

ବାଲିପାଟଣା: କାଠ ବୋଝେଇ ଟ୍ରାକ୍ଟରକୁ ଗୋଡ଼ାଇ ଧରିଲା ବାଲିପାଟଣା ପୁଲିସ

Balipatna, Khordha | Sep 29, 2025
ସୋମବାର ପୂର୍ବାହ୍ନ ଏଗାରଟାରେ ରାଜଧାନୀ ଉପକଣ୍ଠ ବାଲିପାଟଣା ନିକଟସ୍ଥ ଗୋରୁ ହାଟ ପଡ଼ିଆ ନିକଟରେ କାଠ ବୋଝେଇ ଟ୍ରାକ୍ଟରକୁ ଗୋଡ଼ାଇ ଗୋଡ଼ାଇ ଧରିଲା ବାଲିପାଟଣା ପୁଲିସ । ସୂଚନା ଅନୁଯାୟୀ ଏକ କାଠ ବୋଝେଇ ଟ୍ରାକ୍ଟର ଚୋରା କାଠ ବୋଝେଇ କରି ବେଆଇନ କରତ କଳକୁ ନେଇ ଯିବା ବେଳେ ବାଲି ପାଟଣା ପୁଲିସ ଖବର ପାଇ ଗୋଡ଼ାଇ ଗୋଡ଼ାଇ ଗାଡ଼ି ସହ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।
Read More News
T & CPrivacy PolicyContact Us