This browser does not support the video element.
ମୋହନା: ମୋହନା ବ୍ଲକ ଅଡବା ଠାରେ ରାଷ୍ଟ୍ରୀୟ ଡ୍ରାଇଭର ମହାସଂଘ ମୋହନା ବ୍ଲକ ପକ୍ଷରୁ ଡ୍ରାଇଭର ଦିବସ ପାଳନ
Mohana, Gajapati | Sep 1, 2025
ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଠାରେ ରାଷ୍ଟ୍ରୀୟ ଡ୍ରାଇଭର ମହାସଂଘ ମୋହନା ବ୍ଲକ ପକ୍ଷରୁ ସେପ୍ଟେମ୍ବର ୧ ଉପଲକ୍ଷେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି l ମୋହନା ବ୍ଲକ ର ୩୯ ପଞ୍ଚାୟତ ର ଶତାଧିକ ଡ୍ରାଇଭର ଯୋଗ ଦେଇଥିଲେ, ସଙ୍ଘ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ସହ ଅଡବା ଗ୍ରାମ ପରିକ୍ରମା କରାଯିବା ପରେ ସ୍ଥାନୀୟ ହାଟପଦା ଠାରେ ଏକ ବୈଠକ କରାଯାଇଥିଲା। ଯାହାକୁ ନେଇ ଆଜି ଦିନ ଦୁଇ ଘଣ୍ଟ ସମୟରେ ଦେଖିବାକୁ ମିଳିଥିଲା