This browser does not support the video element.
ଲାଞ୍ଜିଗଡ: ବଡକର୍ଲାକୋଟ ପଞ୍ଚାୟତ ଠାରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ
Lanjigarh, Kalahandi | Aug 25, 2025
ସୋମବାର ଜୟପାଟଣା ବ୍ଲକ ଅଧୀନସ୍ଥ ବଡ କର୍ଲାକୋଟ ଗ୍ରାମ ପଂଗୟତ ଠାରେ ଜନ ଅଭିଯୋଗ ଶୁଣାଣୀ ଏବଂ ଏମାଧାନ ଶିବିର ଅନୁଷ୍ଠିତ ହେଇଯାଇଛି . ଏଥିରେ ଏ.ବି.ଡି.ଓ ଯୋଗ ଦେଇ ହିତାଧୂକାରୀମାନଙ୍କ ଅଭିଯୋଗ ସବୁ ଗ୍ରହଣ କରିଥିଲେ କିଛି ହିତାଧିକାରୀ ମାନେ ସେମାନଙ୍କର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଜଣାଇଥିବା ବେଳେ ଅନ୍ୟ' କିଛି ହିତାଧୂକାରୀ ଅଂଚଳର ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ ସମସ୍ୟାର ଆଦି ସାମସ୍ୟାର ସମାଧାନ ପାଇଁ ଜଣାଇଥିଲେ ।