Download Now Banner

This browser does not support the video element.

ନର୍ଲା: ସ୍ବାୟତ୍ତ ଶାସନ ଦିବସରେ : ନର୍ଲା ବାସୀ ଙ୍କୁ ରାଜ୍ୟ ସରକାରଙ୍କ ଏନଏସି ଉପହାର ଅଞ୍ଚଳରେ ଖୁସିର ଲହରୀ

Narala, Kalahandi | Aug 31, 2025
ରାଜ୍ୟରେ ୧୬ଟି ନୂଆ ଏନଏସି ଘୋଷଣା କରିଥିବା ବେଳେ ୭ଟି ନୂଆ ମ୍ୟୁନିସପାଲିଟି ଗଠନ ପାଇଁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।ଏନଏସି ତାଲିକାରେ କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା, ରହିଛି। ନର୍ଲା କୁ ଏନଏସି ଘୋଷଣା ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲାକୁ ଏନଏସି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।
Read More News
T & CPrivacy PolicyContact Us